ଗୋଆ: ଇଣ୍ଡିଆନ ସୁପରଲିଗରେ ବାଙ୍ଗାଲୋର ବିପକ୍ଷ ମୁମ୍ବାଇ ସିଟି ମ୍ୟାଚରେ ମୁମ୍ବାଇ ସିଟି ୩-୧ ଗୋଲରେ ବାଙ୍ଗାଲୋର ଏଫସିକୁ ପରାସ୍ତ କରିଛି । ଏହା ସହ ୯ଟି ମ୍ୟାଚ ଖେଳି ମୁମ୍ବାଇ ୭ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ମୋଟ ୨୨ ପଏଣ୍ଟ ସହ ଶୀର୍ଷରେ ରହିଛି । ଅନ୍ୟପଟେ ବାଙ୍ଗାଲୋର ଏଫସି ପ୍ରଥମଥର ପାଇଁ କ୍ରମାଗତ ପାଇଁ ୍ ୩ଟି ମ୍ୟାଚରେ ପରାଜୟ ବରଣ କରିଛି । ବାଙ୍ଗାଲୋର ୯ଟି ମ୍ୟାଚ ଖେଳି ୩ଟି ଜିତିଥିବା ବେଳେ ପରାଜୟ ଓ ଡ୍ର ସହିତ ୧୨ ପଏଣ୍ଟ ପାଇ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0