କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କନ୍ତିଓ ପୁଟସାହିରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।
ଗତ କିଛିଦିନ ଧରି ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ହାତୀ ଆକ୍ରମଣରେ ଚାଷୀ ମାନଙ୍କର ଜୀବନ ଯାଉଛି । ତଥାପି ଚାଷୀଙ୍କୁ ସୁରକ୍ଷା ଦେଇ ପାରୁନି ବନବଭାଗ । ଏପରିସ୍ଥଳେ ବୁଧବାର ପୁଣି ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ବିଲରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ଅନ୍ତର୍ଗତ କାମାକ୍ଷାନଗର ପଶ୍ଚିମଞ୍ଚଳର କାନ୍ତିଓ ପୁଟସାହି ଗ୍ରାମ ନିକଟରେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0