ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚରେ ଆରମ୍ଭରୁ ଜାତୀୟ ସଂଙ୍ଗୀତ ପରିବେଷଣ କରାଯାଉଥିବର ସମୟରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ତେବେ ଏହା ପଛର ମୂଳ କାରଣଟି କହିଛନ୍ତି ଭାରତୀୟ ଦ୍ରୁତ ବୋଲର ସିରାଜ । ତାଙ୍କ କହିବା ଅନୁସାରେ, ପଡିଆରେ ଖେଳିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କ ବାପାଙ୍କ କଥା ମନେ ପଡିଥିଲା । ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ ଖେଳିବେ ବୋଲି ଆଶା ରଖିଥିଲେ । ତାଙ୍କର ସ୍ୱପ୍ନ ସତ ହୋଇଥିଲେ ମଧ୍ୟ ଦେଖିବା ପାଇଁ ସେ ଆଉ ଜୀବିତ ନାହାଁନ୍ତି । ତେବେ ଏ ସବୁ କଥା ମନେ ପଡିବାରୁ ସେ ନିଜର କୋହକୁ ଅଟକାଇ ପାରିନଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0