ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗସ ଅଲରାଉଣ୍ଡର କେଦାର ଯାଦବଙ୍କୁ ୨୦୨୧ ଆଇପିଏଲରେ ହେବାକୁ ଥିବା ମିନି ଅକଶନରେ ଛାଡିବା ପାଇଁ ଯାଉଛି । ଏନେଇ ଇନସାଇଡ ସ୍ପୋଟ୍ସ ୱେବସାଇଟ ସୂଚନା ମିଳିଛି । ତେବେ କେଦାରଙ୍କୁ ଦଳ ୭.୮ କୋଟି ଟଙ୍କାରେ କିଣିଥିଲା । ତେବେ ବିସିସିଆଇ ପକ୍ଷରୁ ଆୟୋଜିତ ଏକ ଭର୍ଚ୍ଚୁଆଲ ବୈଠକରେ ଆଇପିଏଲ ଦଳ ଗୁଡିକ ଲାଗି ଟ୍ରେଡିଂ ୱିନଡୋ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯାହାଫଳରେ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦଳ ଖେଳାଳିଙ୍କୁ ବିଦା କରିବା ସହ ଅକଶନ ପୂର୍ବରୁ ଦଳରେ ସାମିଲ କରିପାରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0