ବାଲେଶ୍ବର: ସଦର ଥାନା ଅଞ୍ଚଳରେ ଗୁଳିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୩ଟି ଗୁଳି ଓ ଗୋଟିଏ ମୂର୍ତ୍ତି ଜବତ କରାଯାଇଛି । ଗତ ୪ ତାରିଖରେ ୧୬ ନମ୍ୱର ଜାତୀୟ ରାଜପଥର ଖାନନଗର ନିକଟରେ ଗୁଳିମାଡ଼ କରି ଦୂର୍ବୃତ୍ତ ଫେରାର ହୋଇଯାଇଥିଲେ । ଗୁଳିମାଡ଼ରେ ରାଜକନିକା ଅଞ୍ଚଳର ରାଜକିଶୋର ଧଳ ଗୁରୁତର ଆହତ ହୋଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0