ସିଡନୀ: ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜ୍ର ତୃତୀୟ ମ୍ୟାଚ୍ରେ ଇତିହାସ ରଚିଛନ୍ତି । ଅଷ୍ଟ୍ରେଲିଆରେ କ୍ଵାରେଣ୍ଟାଇନ୍ ନିୟମ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପାରିନଥିଲେ। ତେବେ ନାଥନ ଲାୟନଙ୍କ ବଲରେ ଛକା ମାରିବା ସହିତ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ ଛକା ଲଗାଇବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ଆଜି ଶୀଘ୍ର ନାଥନ ଲାୟନଙ୍କୁ ବୋଲିଂ ଆକ୍ରମଣରେ ଲଗାଇଥିଲା। କିନ୍ତୁ ରୋହିତ ତାଙ୍କୁ ସେଟ୍ ହେବାକୁ ଦେଇନଥିଲେ। ସେ ନାଥନଙ୍କ ବିରୋଧରେ ଆକ୍ରମଣାତ୍ମକ ନୀତି ଆପଣେଇଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0