ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ପାଖା ପାଖି ଗୋଟିଏ ବର୍ଷର ପରେ ଚିଲି ଗସ୍ତରେ ଯିବ ଭାରତୀୟ ଦଳ । ତେବେ ଏହି ଗସ୍ତରେ ସାମିଲ ହୋଇଛନ୍ତି ୩ ଓଡିଆ ଖେଳାଳି ଜୀବନ କିଶୋରୀ ଟପ୍ପୋ, ମାରିଆନା କୁଜୁର ଓ ଅଜମିନା କୁଜୁର । ୨୦୧୯ ଡିସେମ୍ବରରେ ଶେଷଥର ପାଇଁ ଏକ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିଥିଲା । ଅନ୍ୟପଟେ ଭାରତୀୟ ଦଳ ଚିଲିର ଜୁନିୟର ଦଳ ବିପକ୍ଷରେ ଜାନୁଆରୀ ୧୭ ଓ ୧୮ରେ ମ୍ୟାଚ ଖେଳିବା ପାଇଁ ଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0