spot_img

ବିଶ୍ବର ସବଠୁ ଧନୀ ବ୍ୟକ୍ତି ଏଲନ ମସ୍କ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଏଲନ୍ ମସ୍କ । ତେବେ ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧୀକାର କରିଛନ୍ତି । ବ୍ଲୁମ୍ ବର୍ଗର ରିପୋର୍ଟ ଅନୁସାରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ଏବେ ୧୮୮.୫ ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ବେଜୋସଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଡଲାର ଅଧିକ । ତେବେ ବିଶ୍ବର ଧନୀ ବ୍ୟକ୍ତି ହେବାର ଖବର ଶୁଣିବା ପରେ ମସ୍କ ଆଶ୍ଚର୍ୟ୍ୟ ହୋଇଛନ୍ତି। ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ବୋଲି ଜାଣିବା ପରେ ଏଲନ ମସ୍କ ଦେଇଥିବା ପ୍ରତିକ୍ରିୟା ଏବେ ଭାଇରାଲ ହେଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular