spot_img

ଉଡାଣ ଭରିବା ପରେ ନିଖୋଜ ହେଲା ଯାତ୍ରୀବାହୀ ବିମାନ

ଜାକାର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରୁ ଉଡାଣ ଭରିବା ପରେ ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇ ଯାଇଛି। ତେବେ ଏହି ବିମାନରେ ଏସଜେ-୮୨ରେ ୫୯ ଯାତ୍ରୀ ଏବଂ ୬ ଚାଳକ ସଦସ୍ୟ ଥିଲେ। ବିମାନ ରାଡାର ୨୪ ଅନୁଯାୟୀ ଏହି ବିମାନ ବୋଇଙ୍ଗ ୭୩୭-୫୨୪ ସିରିଜର। ଏହି ବିମାନର ସନ୍ଧାନ ପାଇଁ ଇଣ୍ଡୋନେସିଆ ସରକାର ବଡ ଅଭିଯାନ ଆରମ୍ଭ କରିଛନ୍ତି। ଏ ପର୍ୟ୍ୟନ୍ତ ବିମାନର ଲୋକେସନ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular