spot_img

ଗ୍ୟାସ୍‌ ଟାଙ୍କିରୁ ନିଆଁ ଲାଗି ଘରର ଆସବାବପତ୍ର ପୋଡି ପାଉଁଶ

ସାନଖେମୁଣ୍ଡି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ସାହାସପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ଗ୍ୟାସ୍ଟାଙ୍କିରୁ ନିଆଁ ଲାଗି ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ସୂଚନାଯୋଗ୍ୟ ଯେ, ସାହାସପୁର ଗ୍ରାମର ଚକ୍ରପାଣି ଡାକୁଆ ଏବଂ ତାଙ୍କ ପରିବାର ଘରେ ଶୋଇଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯାଇଥିଲା ଘଟଣାଟି ଭୋରରୁ ଘଟିଥିବା ବେଳେ ପରିବାର ସଦସ୍ୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଖବର ପାଇ ଦିଗପହଣ୍ଡି ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଚକ୍ରପାଣିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗ୍ୟାସ୍ ଟାଙ୍କି ଫାଟିବାରୁ ବର୍ତ୍ତି ଯାଇଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular