ହିଞ୍ଜିଳି : ହିଞ୍ଜିଳି ଏବଂ କୁକୁଡା ଖଣ୍ଡି ବ୍ଲକରେ ଦୀର୍ଘ ପାଞ୍ଚ ଦିନ ହେବ ବଣୁଆ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଧାନ ଖାଇବା ଆଶାରେ ହାତୀମାନେ କ୍ଷେତରେ ପଶୁଛନ୍ତି। ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଏ ନେଇ ଫରେଷ୍ଟ ଅଫିସରଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଲେ ବି ଯୋଗାଯୋଗ ହୋଇପାରୁ ନାହିଁ। ଶେଷରେ ବାଧ୍ୟ ସ୍ଥାନୀୟ ଲୋକମାନେ ବଣୁଆ ହାତୀଙ୍କୁ ଘଉଡାଇଛନ୍ତି। ୧୪ ଟିକିଆ ବଣୁଆ ହାତୀପଲ ଆତଙ୍କରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0