କଟକ: କଟକ ସଦର ଥାନା ଅନ୍ତଗତ ସାସୋଳ ଗ୍ରାମରେ ଏକ ନକଲି ଜର୍ଦା ପ୍ରସ୍ତୁତକାରୀ କମ୍ପାନି ଠାବ କରାଯାଇଛି। କଟକ ସଦର ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେଳେ ବିପୁଳ ପରିମାଣର ନକଲି ଜର୍ଦା, ନାମୀଦାମୀ କମ୍ପାନିର ଲୋଗୋ, ପ୍ୟାକିଂ, କେମିକାଲ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେଳେ ବିପୁଳ ପରିମାଣର ନକଲି ଜର୍ଦା ସମେତ ନାମୀଦାମୀ କମ୍ପାନିର ଲୋଗୋ, ପ୍ୟାକିଂ, କେମିକାଲ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0