ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଓ ବାହାରେ ପ୍ରବାହିତ ନଦୀ, ନାଳଗୁଡିକରେ ଥିବା ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବ। ଆସନ୍ତାକାଲିଠାରୁ ୧୫ ତାରିଖରୁ ୨୩ ତାରିଖ ଯାଏ ୯ଦିନ ଧରି ଭିତରକନିକା ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ବଉଳା କୁମ୍ଭୀରଙ୍କ ଗଣନା ପାଇଁ ୨୨ଟି ଟିମ ଗଠନ କରାଯାଇଛି। କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କରାଯିବ। ଗତବର୍ଷ ଗଣନା ସମୟରେ କୁମ୍ଭୀର ସଂଖ୍ୟା ୧୭୫୭ରେ ପହଞ୍ଚିଥିଲା।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0