spot_img

୬ ପଡୋଶୀ ରାଷ୍ଟ୍ରକୁ କରୋନା ଟିକା ଯୋଗାଇବ ଭାରତ

ନୂଆଦିଲ୍ଲୀ: କୋଭିଡ ମହାମାରୀର ମୁକାବିଲା ପାଇଁ ୬ ପଡୋଶୀ ରାଷ୍ଟ୍ରକୁ କରୋନା ଟିକା ଯୋଗାଇବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ମୁତାବକ ପଡୋଶୀ ଭୁଟ୍ଟାନ, ମାଲଦ୍ୱୀପ, ବାଂଲାଦେଶ, ମିଆମାଁର , ନେପାଲ ଓ ସେସେଲସ୍କୁ କୋଭିଡ-୧୯ ଟିକା ଯୋଗାଣ ଆରମ୍ଭ ହେବ। ତେବେ ଭାରତଠାରୁ ଟିକା ନେଉଥିବା ଦେଶଙ୍କ ସୂଚୀରେ ନିକଟତମ ପଡୋଶୀ ପାକିସ୍ତାନର ନାମ ନାହିଁ। ଏଥିରୁ ଭାରତ ପ୍ରସ୍ତୁତ ଟିକା ପାକିସ୍ତାନ ପାଉନଥିବା ସ୍ପଷ୍ଟ ହୋଇଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular