spot_img

ଚେନ୍ନାଇ ସୁପରକିଙ୍ଗସ ସହ କ୍ରିକେଟ ସଫର ଶେଷ କଲେ ଭଜି

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସ ଦଳକୁ ଅଲବିଦା କଲେ ପୂର୍ବତନ ଭାରତୀୟ ସ୍ପିନର ହାରଭଜନ ସିଂହ । ତେବେ ଚଳିତ ବର୍ଷ ଆଇପିଏଲର ଆଗାମୀ ସିଜନ ପାଇଁ ମିନି ନିଲାମ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକି୍ରୟା ଆରମ୍ଭ ହେବା ପୂର୍ବରୁ ଭଜି ନିଜ ଅବସର ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ସହ ସେ ଲେଖିଛନ୍ତି, ସେ ଚେନ୍ନାଇ ସୁପରକିଙ୍ଗସକୁ ଅଲବିଦା କରୁଛନ୍ତି । ଦଳ ସହ ତାଙ୍କର ହୋଇଥିବା ଚୁକ୍ତି ଶେଷ ହୋଇଛି । ସେ ଯେତିକି ଦିନ ସିଏସକେ ସହ ରହିଲେ ତାହା ତାଙ୍କ ପାଇଁ ବହୁତ ଭଲ ଅନୁଭୂତି ଥିଲା । ଏହାକୁ ସବୁଦିନ ପାଇଁ ମନେ ରହିବ ବୋଲି ହରଭଜନ ଟ୍ୱିଟ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular