spot_img

ଆଜିର ମୁଖ୍ୟ ଖବର…

( )ଆଜିଠାରୁ ପୁରୀରେ ନିର୍ବିଘ୍ନରେ ମହାପ୍ରଭୁଙ୍କ ଦର୍ଶନ….କୋଭିଡ ନେଗେଟିଭ ରିପୋର୍ଟ ବିନା ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ଭକ୍ତ….କରୋନା କଟକଣା ସହ ବରିଷ୍ଠ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡିର ହୋଇଛି ବ୍ୟବସ୍ଥା….
( )ଗଞ୍ଜାମ ଗୋଲନ୍ଥରାରେ ଦୁଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ….ଚଳନ୍ତା ବାଇକରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେଲେ ଲୁଟେରା…ଗାଡିରୁ ପଡି ଦୁଇ ବ୍ୟବସାୟୀ ଆହତ….ଗୁରୁତର ଅବସ୍ଥାରେ ଜଣେ ବିଶାଖାପାଟଣା ମେଡିକାଲରେ ଭର୍ତ୍ତି….ଲୁଟ ନିମନ୍ତେ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଦୁର୍ବୃତ୍ତ
( )ପୁଣି ବଢିଲା ଯାତ୍ରୀବାହୀ ବସ ଭଡା….ଡିଜେଲ ଦର ବୃଦ୍ଧି ଯୋଗୁଁ ବସ୍ ଭଡା ବୃଦ୍ଧି…. କିମି ପିଛା ୧ରୁ ୨ ପଇସା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର…ସାଧାରଣ ଯାତ୍ରୀବାହି ବସ କିମି ପିଛା ୭୩ ପଇସା ଥିବା ବେଳେ ୭୪ ପଇସାକୁ ବୃଦ୍ଧି….
( )ଅଟୋକୁ ପିଟିଲା ପିଚୁ ବୋଝେଇ ଡମ୍ଫର…ଚାଲିଗଲା ଗୋଟିଏ ପରିବାରର ୩ ଜୀବନ….ଘଟଣାସ୍ଥଳରୁ ଡମ୍ଫର ଡ୍ରାଇଭର ଫେରାର… ମନମୁଣ୍ଡା କଂଟାମାଳ ରାସ୍ତାର ଗୋପାଳମାଳ ଛକ ନିକଟରେ ଘଟିଛି ଘଟଣା…
() କଟକ ପରେ ବ୍ରହ୍ମପୁରରେ ପୁଣି ନକଲି କାରଖାନା ଠାବ… ବଡ଼ବଜାର ଅଂଚଳରୁ ବିପୁଳ ନକଲି ହଳଦୀ ଓ ଲଙ୍କାଗୁଣ୍ଡ ଜବତ…ଜଣେ ଅଟକ …ଗୋଷାଣୀ ନୂଆଗାଁ ପୁଲିସର ତନାଘନା
( )ଆମେରୀକାରେ ବାଇଡେନ୍ ଯୁଗ ଆରମ୍ଭ… ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେଲେ ଜୋ ବାଇଡେନ୍….ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବରେ ଶପଥ ନେଲେ ଭାରତୀୟ ବଂଶୋଭବ କମଲା ହାରିସ…ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି….

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular