ବାଲେଶ୍ଵର : ପ୍ରେମରେ ବିଫଳ ପରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନଶ୍ଚିମପୁର ଗ୍ରାମ ଜୈନିକ ଯୁବକ ଜଳେଶ୍ୱର ଅଞ୍ଚଳ ର ଜୈନିକ ଯୁବତୀ ଙ୍କୁ ଭଲପାଇ ନେଇ ଫେରାର ହୋଇ ଯାଇଥିଲେ । ତେବେ ଏନେଇ ପରିବାର ପକ୍ଷରୁ ଜଳେଶ୍ୱର ଥାନା ରେ ଅପହରଣ ମାମଲା ରୁଜୁ କରାଯାଇଥିଲା । ପରେ ପୋଲିସ ଉଭୟ ପୁଅ ଏବଂ ଝିଅ ପୋଲିସ ପାଖରେ ଆସି ସମର୍ପଣ କରିଥିଲେ । ତେବେ ମାମଲା ଯାଇ କୋର୍ଟ ରେ ପହଞ୍ଚି ଥିଲା । ସମ୍ପୃକ୍ତ ଯୁବତୀ ଯୁବକ ଙ୍କୁ ବିବାହ ପାଇଁ ମନା ଅଦାଲତ ରେ ବୟାନ ଦେଇଥିଲେ । ଫଳରେ ଯୁବକ ଜଣକ ହତୋତ୍ସାହିତ କୋର୍ଟ ସମ୍ମୁଖରେ ରେ ବିଷ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ଯୁବକ ଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳ କୁ ସ୍ଥାନାନ୍ତର କରାଯାଇଛି l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0