ନୂଆଦିଲ୍ଲୀ: ଆଜି ଚାଷୀ ସଙ୍ଗଠନ ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ଏକାଦଶତମ ବୈଠକ ଅନୁଷ୍ଠିତ ହେବ । ଚାଷୀମାନେ ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ସରକାର ଏହାକୁ ୧୮ ମାସ ଯାଏଁ ଟାଳିଦେବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ସରକାରଙ୍କ ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି କୃଷକ ସଙ୍ଗଠନ । ଅନ୍ୟପଟେ ଜାନୁଆରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୁଲିସ ମନାକରି ଦେଇଛି । କିନ୍ତୁ ରାଲି ବାହାର କରିବାକୁ ଜିଦ ଧରି ବସିଛନ୍ତି ଚାଷୀ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0