ମୁମ୍ବାଇ: ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ । ବିହାରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛିଦିନ ହେବ ତାଙ୍କର ସ୍ୱାସ୍ଥ୍ର୍ୟାବସ୍ଥାରେ ଅବନ୍ନତି ଦେଖାଦେଇଥିଲା । ତାଙ୍କ ଜନ୍ମ ପଞ୍ଜାବର ଅମୃତ ସହରରେ ୧୯୪୦ ମସିହା ୧୬ ଅକ୍ଟୋବରରେ ହୋଇଥିଲା । ନିଜର ଗୀତକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲ । ବହୁ ବର୍ଷର ଷ୍ଟ୍ରଗଲ ପରେ ସେ ବଲିଉଡ ମୁ୍ୟଜିକ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇଥିଲେ । ଅନ୍ୟପଟେ ତାଙ୍କ ମୃତୁ୍ୟ ଖବର ପାଇ ସାରା ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0