spot_img

ଆସନ୍ତା ମାର୍ଚ୍ଚ-ଏପ୍ରିଲରୁ ବନ୍ଦ ହେବ ପୁରୁଣା ୫,୧୦ ଓ ୧୦୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ-ଏପ୍ରିଲରୁ ପୁରୁଣା ୫,୧୦ ଓ ୧୦୦ ଟଙ୍କିଆ ନୋଟ ବନ୍ଦ ହେବାକୁ ଯାଉଛି । ଦେଶର ଶୀର୍ଷ ବ୍ୟାଙ୍କ୍ ଏହି ପୁରୁଣା ନୋଟ୍ଗୁଡ଼ିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁ୍ଥିବାର ସୂଚନା ମିଳିଛି । ତେବେ ରିଜର୍ଭ ବ୍ୟାଙ୍କ୍ର ଆସିଷ୍ଟାଣ୍ଡ୍ ଜେନେରାଲ୍ ମ୍ୟାନେଜର୍ ବି ମହେଶ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲ୍ଲା ସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ବୈଠକରେ ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍ ସୁଦ୍ଧା ପୁରୁଣା ୫, ୧୦ ଓ ୧୦୦ ନୋଟ୍କୁ ପ୍ରତ୍ୟାହାର କରିବାକୁ ଆର୍ବିଆଇ ଯୋଜନା କରୁଥିବା କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular