spot_img

ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦେଶକ ହେଲେ ସଙ୍ଗକାରା

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସଙ୍ଗକାରା ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସଙ୍ଗକାରା ହେଉଛନ୍ତି ଶ୍ରୀଲଙ୍କାର ଜଣେ ସଫଳ କ୍ରିକେଟର । ତାଙ୍କ ୧୬ ବର୍ଷ କ୍ୟାରିୟରରେ ସେ ତାଙ୍କ ଦେଶ ପାଇଁ ୨୮,୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ଚଳିତ ବର୍ଷ ଆଇପିଏଲ ପାଇଁ ଅଷ୍ଟ୍ରେଲିଆରେ ଦଳରେ ଷ୍ଟିଭ ସ୍ମିଥଙ୍କ ସ୍ଥାନରେ ସଞ୍ଜୁ ସାମସନ ରାଜସ୍ଥାନ ଦଳର କ୍ୟାପଟେନ ଭାବେ ମନୋନୀତ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular