spot_img

ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘସିପୁରା ବ୍ଲକ ଗସ୍ତ 

ଘସିପୁରା: ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘସିପୁରା ବ୍ଲକ ଗସ୍ତ । ବ୍ଲକର ବଡ଼ପଦନା ଛକ ଠାରେ କିଛି ସମୟ ରହି ଦଳୀୟ ନେତୃ ମଣ୍ଡଳୀଙ୍କ ସାଙ୍ଗଠନିକ ଆଲୋଚନା କରିଥିଲେ । ଏହାସହ କାର୍ଯ୍ୟକ୍ରମକୁ କିପରି ମଜବଚତ କରାଯାଇପାରିବ ସେ ବିଷୟରେ ଆଲେଏାଚନା କରିଥିଲେ । ମନ୍ତ୍ରୀଙ୍କ ସ୍ୱାଗତ କରିବା ପାଇଁ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଅକ୍ଷୟ ସାହୁ , ବବନ ସାହୁ, ପ୍ରଦୀପ ସାହୁ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular