ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କେରଳ ହାଇକୋର୍ଟର ନୋଟିସ ପଠାଇଛି । ତାଙ୍କ ସହ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଓ ଅଜୁ ବର୍ଗିଜଙ୍କୁ ନୋଟିସ୍ ଜାରି କରିଛନ୍ତି। ବିରାଟ, ତମନ୍ନା ଓ ଅଜୁ ଅନଲାଇନ୍ ରମି ଗେମ୍ସର ବ୍ରାଣ୍ଡ ଆମ୍ବାସଡର। କେରଳ ଉଚ୍ଚ ନ୍ୟାୟାଳୟରେ ଦାଖଲ ଆବେଦନରେ ଏହି ଅନଲାଇନ୍ ଗେମ୍ ଉପରେ କଟକଣା ଲଗାଇବାକୁ ଦାବି କରାଯାଇଛି। ଏଥିରେ ଏହା ମଧ୍ୟ କୁହାଯାଇଛି ବ୍ରାଣ୍ଡ ଆମ୍ବାସଡରମାନେ ଯୁବ ବର୍ଗଙ୍କୁ ନିଶାଖୋର କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0