spot_img

ମେହେନ୍ଦୀ ସେରିମନିରେ ନଜର ଆସିଲେ ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି ଜ୍ଝ ଅଙ୍କିତା ଏବଂ ତାଙ୍କ ଭଉଣୀ ଅସୀତା ନିଜ ନିଜର ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି ଜ୍ଝ ଏହି ଫଟୋରେ ଅଙ୍କିତା ତାଙ୍କ ହାତରେ ମେହେନ୍ଦୀ ଲଗାଇଥିବା ନଜରକୁ ଆସିଛନ୍ତି ଜ୍ଝ ଫଟୋରେ ଅଙ୍କିତା ସିମ୍ପଲ ଡ୍ରେସରେ ନଜରକୁ ଆସିଛନ୍ତି ଏବଂ ମୁଣ୍ଡରେ ଟିଆରା ପିନ୍ଧିଛନ୍ତି ଜ୍ଝ ଏହି ଫଟୋକୁ ଦେଖିବା ପରେ କିଛି ୟୁଜର୍ସ ଅନୁମାନ କରୁଛନ୍ତି, ଅଙ୍କିତା ମେହେନ୍ଦୀ ସେରିମନି କରିସାରିଛନ୍ତି । ବୟଫ୍ରେଣ୍ଡ ବିକି ଜୈନଙ୍କ ସହ ବିବାହକୁ ନେଇ ଅନେକ ୟୁଜର୍ସ ତାଙ୍କୁ ପ୍ରଶ୍ନ ମଧ୍ୟ କରୁଛନ୍ତି ଜ୍ଝ

LEAVE A REPLY

Please enter your comment!
Please enter your name here

- Advertisment -

Most Popular