spot_img

ରିଲିଜ ହେବାକୁ ଯାଉଛି ଫିଲ୍ମ ‘ସତ୍ୟମେବ ଜୟତେ୨’

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ ‘ସତ୍ୟମେବ ଜୟତେ୨’ । ଏନେଇ ବଲିଉଡ଼ ଅଭିନେତା ଜନ ଆବ୍ରାହମ ସୂଚନା ଦେଇଛନ୍ତି । ଜନ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଫିଲ୍ମର ରିଲିଜ ଡ଼େଟ ଘୋଷଣା କରିଛନ୍ତି । ଫିଲ୍ମଟି ଚଳିତବର୍ଷ ଇଦରେ ରିଲିଜ ହେବାକୁ ଯାଉଛି । ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘ସତ୍ୟମେବ ଜୟତେ’ର ଏହା ହେଉଛି ସିକ୍ୱେଲ ପାର୍ଟ । ପୁଲିସ,ରାଜନେତା,ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କ ସହ ଜଡ଼ିତ ଭ୍ରଷ୍ଟାଚାରର କାହାଣୀକୁ ନେଇ ଏହି ଫିଲ୍ମଟି ଆଧାରିତ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular