spot_img

ବାଣପୁର, ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବାଣପୁର: ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ଖୋର୍ଦ୍ଧା ବାଣପୁର ବ୍ଲକ ମୋରମୋରି ଗ୍ରାମରେ ଘଟିଛି ଏହି ଘଟଣା । ଗ୍ରାମର ଜଣେ ବିଜୁ ବରାଳ ନାମକ ଯୁବକ ଗାଧୋଉଥିବା ସମୟରେ ଗଡ଼ ଖୋସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ । ପରେ ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଇଥିଲେ । ସଂଗେ ସଂଗେ ପରିବାର ଲୋକେ ପହଂଚି ବିଭୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ଥ୍ୟାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡକ୍କ୍ର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular