ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆହୁରି ୩ ଦିନ ଘନ କୁହୁଡି ଲାଗି ରହିବ । ତେବେ ଆଜି ସକାଳ ୬ଟାରେ ଦିଲ୍ଲୀର ଆଇଟଓ, କଶ୍ମୀର ଗେଟ, ଅକ୍ଷରଧାମ ସମେତ ଯମୁନା ସହିତ ଲାଗିଥିବା ଅଞ୍ଚଳରେ ପ୍ରବଳ କହୁଡି ଆଚ୍ଛାଦିତ ହୋଇଥିଲା । ଯାହାଫଳରେ ଗାଡିମୋଟର ଗତି ମଧ୍ୟ ମନ୍ଥର ହୋଇଯାଇଥିଲା । ତେବେ ୫୦ ମିଟର ତଳେ ଭିଜିବିଲିଟି ରେକର୍ଡ କରାଯାଇଥିଲା । ଅନ୍ୟପଟେ ଏପରି ପାଣିପାଗ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0