spot_img

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଅମ୍ପାୟାର ବ୍ରୁସ ଅକ୍ସେନଫୋର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ଅମ୍ପାୟାର ବ୍ରୁସ ଅକ୍ସେନଫୋର୍ଡ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଛନ୍ତି । ସେ ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ୍ର ବିଭିନ୍ନ ଫର୍ମାଟ୍ରେ ପରିଚାଳନା ଦାୟିତ୍ବ ତୁଲାଇଥିଲେ । ତେବେ ୬୦ ବର୍ଷୀୟ ବ୍ରୁସ୍ ଅକ୍ସେନଫୋର୍ଡ ୨୦୧୨ ମସିହାରୁ ଆଇସିସି ଏଲିଟି ପ୍ୟାନେଲ୍ର ନିୟମିତ ସଦସ୍ୟ ରହିଆସିଥିଲେ । ସେ ମୋଟ ୬୨ଟି ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିସାରିଛନ୍ତି । ଶେଷ ଥର ପାଇଁ ବ୍ରିସବେନ୍ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ମ୍ୟାଚ୍ ପରିଚାଳନା କରିଥିଲେ ଅକ୍ସେନଫୋର୍ଡ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular