spot_img

ଫେବୃଆରୀ ୬ରେ ଅଦାଲତରେ ହାଜର ହେବେ ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେଙ୍କୁ ଭାସି କୋର୍ଟ ଫେବୃଆରୀ ୬ରେ ଅଦାଲତରେ ହାଜିର ହେବା ପାଇଁ ନିଦେ୍ର୍ଦଶନାମା ଜାରି କରିଛି । ତେବେ ରାଜ ଠାକରେ ୨୦୧୪ ମସିହା ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ କରିବାକୁ କହିଥିଲେ। ଏହି ଭାଷଣ ପରେ ମନସେ ସହର ଅଧ୍ୟକ୍ଷ ଗଜାନନ କାଲେ ଓ ଅନ୍ୟ କାର୍ୟ୍ୟକର୍ତ୍ତା ଭାସି ଟୋଲ ଗେଟରେ ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ପୋଲିସ ରାଜ ଠାକରେ ଓ କାର୍ୟ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା। ଫେବୃଆରୀ ୬ ତାରିଖରେ କୋର୍ଟରେ ହଜାର ହେବାକୁ ଆଦେଶ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular