ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କୃଷି ଆନେ୍ଦାଳନର ମୋଡ ବଦଳିବାରେ ଲାଗିଛି । ତେବେ ସିଘଂ ସୀମାରେ କୃଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ କୃଷକ ଓ ସ୍ଥାନୀୟ ଲୋକଙ୍କ ଉପରେ ଲାଠିଚାର୍ଜ କରିଥିବାର ସୂଚନା ମିଳିଛି । ସ୍ଥାନୀୟ ଲୋକେ କୃଷକଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ପ୍ରଦର୍ଶନ କରୁଥିବା ବେଳେ ଏହି ପରିସ୍ଥିତି ଉପୁଜିଥିଲା। ଉଭୟ ପରସ୍ପର ଉପରକୁ ପଥର ମାଡ କରିଥିବାର ଜଣାପଡିଛି ।
#WATCH | Delhi: Group of people claiming to be locals gather at Singhu border (Delhi-Haryana border) demanding that the area be vacated. pic.twitter.com/AHGBc2AuXO
— ANI (@ANI) January 29, 2021



Visitors Today : 3
Total Visitors : 130169
Total Views : 9891615
Visitors Online Now : 0