spot_img

ଆଜି ଘୋଷଣା ହେବ KGF ଫିଲ୍ମର ରିଲିଜ ଡେଟ

ମୁମ୍ବାଇ: ବହୁ ପ୍ରତିକ୍ଷୀତ କଏୠ ଫିଲ୍ମର ରିଲିଜ ଡେଟ ଆଜି ଘୋଷଣା ହେବାକୁ ଯାଉଛି । ଏନେଇ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସଞ୍ଜୟ ଦତ୍ତ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କର ଏହି ଟ୍ୱିଟ ପରେ ଫିଲ୍ମର ପ୍ର୍ରଂଶସକ ମାନଙ୍କ ମଧ୍ୟରେ ଦେଖାଯାଇଥିଲା ଢେର ସାରା ଉକ୍ରଣ୍ଠା । କଏୠ ଫିଲ୍ମର ପ୍ରଥମ ଭାଗ ସୁପରହିଟ ହୋଇଥିବା ବେଳେ ଏହାର ଦ୍ୱିତୀୟ ଭାଗ ମଧ୍ୟ ବକ୍ସ ଅଫିସର ରେକର୍ଡ ଭାଙ୍ଗିବ ବୋଲି ଆଶା ରଖିଛନ୍ତି ଦର୍ଶକ । ଅନ୍ୟପଟେ ଏହି ଫିଲ୍ମର ରିଲିଜ ଡେଟ ପରେ ହିଁ ଅନ୍ୟ ଫିଲ୍ମ ଗୁଡିକ ତାଙ୍କ ଣିଲିଜ ଡେଟ ଘୋଷଣା କରିବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular