ଭୁବନେଶ୍ୱର: ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରହିଥିବା ଶିବସାଇ ଗେଷ୍ଟ ହାଉସର ରୁମ ନଂ ୨୦୧କୁ ସିଲ୍ କଲା ପୁଲିସ। ଭୁବନେଶ୍ୱରର ଶିବସାଇ ଗେଷ୍ଟ ହାଉସର ରୁମ ନଂ ୨୦୧କୁ କୁଆଖିଆ ଥାନା ପୁଲିସ୍ ସିଲ୍ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଏସଡିପିଓ ଚିନ୍ମୟ ନାୟକ ସାଇଣ୍ଟିଫିକ ଟିମ ସହ ଶିବସାଇ ଗେଷ୍ଟ ହାଉସରେ ପହଞ୍ଚି ରୁମ ନଂ ୨୦୧ରେ ତଦନ୍ତ କରିଥିଲେ। ସେଠାରୁ କେତେକ ତଥ୍ୟ ସଂଗ୍ରହ କରିଥିଲେ। ଏହି ସମୟରେ ଗେଷ୍ଟ ହାଉସର କେଆର ଟେକରଙ୍କ ବୟାନ ରେକର୍ଡ କରାଯାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0