spot_img

ୟୁପିଏସସି ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । କୋଭିଡ଼ ଯୋଗୁ ଅକ୍ଟୋର ୨୦୨୦ ୟୁପିଏସସି ପରୀକ୍ଷାରୁ ବଂଚିତ ଥିବା ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ ମିଳିବ । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ରଚନା ସିଂ ନାମକ ଜଣେ ଛାତ୍ରୀ କୋଭିଡ଼ ପାଇଁ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ । ଆଉ ଏକ ସୁଯୋଗ ପାଇଁ ସେ ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିଲେ । ଜଷ୍ଟିସ ଏ.ଏମ.ଖାନୱାଲକର ଏହାର ଶୁଣାଣି କରି ଆଉ ଏକ ସୁଯୋଗ ଦେବାକୁ କେନ୍ଦ୍ରକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular