spot_img

ମାର୍ଚ୍ଚରେ ଭାରତକୁ ଆସିବ ୧୧ ରାଫେଲ

ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଭାରତକୁ ମୋଟ ୧୧ ରାଫେଲ ବିମାନ ଆସିବ । ସେହିପରି ୨୦୨୨ ଏପ୍ରିଲ ସୁଦ୍ଧା ଅନ୍ୟ ୧୭ଟି ରାଫେଲ ଭାରତକୁ ଆସିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭାରେ କହିଛନ୍ତି । ଏହା ସହ ଆତ୍ନନିର୍ଭର ଭାରତ ଗଠନ ପାଇଁ ୧୦୧ ପ୍ରତିରକ୍ଷା ସାମଗ୍ରୀକୁ ବାହାର ଦେଶରୁ ଆମଦାନୀ ନ କରାଯାଇ ଏହାର ନିର୍ମାଣରୋ ସ୍ୱଦେଶୀ କମ୍ପାନୀଗୁଡିକୁ ପ୍ରାଥମିକତା ପ୍ରଦାନ କରାଯାଉଥିବା ବୋଲି ରାଜନାଥ ସିଂହ କହିଛନ୍ତି । ତେବେ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ସରଞ୍ଜାମ ଉପରେ ଗୁରୁତ୍ୱାରୋପ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular