spot_img

ବନ୍ଦହେବ ୧୧୭୮ଟି ଟ୍ୱିଟର ଆକାଉଣ୍ଟ!

ବନ୍ଦହେବ ୧ହଜାର ୧୭୮ଟି ଟ୍ୱିଟର ଆକାଉଣ୍ଟ । ଏହି ଆକାଉଣ୍ଟଗୁଡ଼ିକ ପାକିସ୍ତାନ ଓ ଖଲିସ୍ତାନ ଲିଙ୍କ ଥିବାରୁ ଟ୍ୱିଟରକୁ ନିଦେ୍ର୍ଦଶ ଦେଇଛନ୍ତି କେନ୍ଦ୍ରସରକାର । କୃଷକ ଆନେ୍ଦାଳନକୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭୁଲ ତଥ୍ୟ ଯାଉଥିବାର ଅଭିଯୋଗ ଆସୁଛି । ପୋଷ୍ଟରେ ଭୁଲ ତଥ୍ୟ ସହ ଉସକାଇଲା ଭଳି ପୋଷ୍ଟ ଶେୟାର କରାଯାଉଛି । ହେଲେ ଟ୍ୱିଟର ପକ୍ଷରୁ ଏପର୍ଯ୍ୟନ୍ତ ଏହି ନିଦେ୍ର୍ଦଶକୁ ପାଳନ କରାଯାଇନାହିଁ । ଏହି ଆକାଉଣ୍ଟମାଧ୍ୟମରେ ଭୁଲ ତଥ୍ୟ ଯିବା ସହ ‘ କୃଷକ ନରସହାର’ ଭଳି ହ୍ୟାସଟ୍ୟାଗ ବ୍ୟବହାର କରାଯାଇଥିଲା । ଏଭଳି କାର୍ଯ୍ୟକଳାକୁ ନେଇ ଗତ ସପ୍ତାହରେ ଟ୍ୱିଟରକୁ ନୋଟିସ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular