spot_img

ଜଟଣୀ ମହାବିଦ୍ୟାଳୟରେ ପାଠପଢା ଆରମ୍ଭ

ଜଟଣୀ: ଆଜିଠାରୁ ରାଜ୍ୟର ସମସ୍ତ ଏକାଦଶତମ ଶ୍ରେଣୀକ୍ଲାସ ଆରମ୍ଭ ହୋଇଛି । ସେହିପରି ଜଟଣୀ ମହାବିଦ୍ୟାଳୟର ଏକାଦଶତମ ଶ୍ରେଣୀ କ୍ଲାସ ଖୋଲିଛି । ସରକାରଙ୍କ ତରଫରୁ ଯେଉଁ କୋଭିଡ଼ ଗାଇଡ଼ ଲାଇନ ଜାରି କରାଯାଇଥିଲା । ସେହି ଅନୁସାରେ କ୍ଲାସରୁମକୁ ଖୋଲାଯାଇଛି । +୨ ଫଷ୍ଟ ଇୟରର ସମସ୍ତ କ୍ଲସ ରୁମ ଖୋଲିଛି । ପ୍ରଥମ ଦିନରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular