ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଓ ସନ୍ନିକଟ ପାର୍ଶ୍ବବର୍ତ୍ତୀ ସଂପୂରକ ଦେବଦେବୀ ପୂଣ୍ୟପୀଠ ସଂକ୍ରାନ୍ତ ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ତ୍ବରିତ ପଦକ୍ଷେପକୁ ଗଜପତି ମହାରାଜା ସ୍ବାଗତ ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତୀୟ ଯେ କୌଣସି ପଦକ୍ଷେପ ନେବାପୂର୍ବରୁ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କରିବା ନିମନ୍ତେ ଗଜପତି ମହାରାଜା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଶ୍ବର ଅଗ୍ରଣୀ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମ୍ମିଳିତ ସହଯୋଗିତାରେ ସମ୍ଭବ ହୋଇପାରି ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130433
Total Views : 9891964
Visitors Online Now : 0