spot_img

ଆଜିର ମୁଖ୍ୟ ଖବର….

( ) ଭୁବନେଶ୍ୱରରେ କଟାମୁଣ୍ଡ ମହିଳାଙ୍କ ମିଳିଲା ପରିଚୟ …… ମହିଳା ଜଣକ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳର ହୋଇଥିବା ସୂଚନା……….ମହିଳାଙ୍କ ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ ମିଳିଲା ପରିଚୟ…. ପରକ୍ରୀୟା ପ୍ରିତୀରୁ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ…..ପୂର୍ବରୁ ଅନ୍ଧାରୁଆ -ଦାସପୁର ରାସ୍ତାରୁ ମିିଳିଥିଲା ମୃତଦେହ…..
( )ପୂର୍ବ ଲଦାଖରେ ଭାରତ ଚୀନ ମୁହାମୁହିଁ ସ୍ଥିତି ପ୍ରସଙ୍ଗ…. ଆଜି ରାଜ୍ୟ ସଭାରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ… ଗତକାଲି ପାଙ୍ଗୋଙ୍ଗ ହ୍ରଦ ନିକଟରୁ ସହଭିତ୍ତିରେ ସୈନ୍ୟ ପ୍ରତ୍ୟାହାର ହୋଇଥିବା କହିଥିଲା ଚୀନ…..
( )ଆଜିଠାରୁ ସବୁଦିନ ଖୋଲା ରହିବ ଶ୍ରୀମନ୍ଦିର…… ରବିବାର ବି ବଡଦେଉଳରେ ମିଳିବ ବଡ ଠାକୁରଙ୍କ ଦର୍ଶନ…..ଏନେଇ ଶ୍ରୀମନ୍ଦିର ପ୍ରଶାଶନ ପକ୍ଷରୁ ଏସଓପି ଜାରି…..ଶ୍ରୀମନ୍ଦିର ଭିତରକୁ ଜରି ବ୍ୟାଗ ମନା…. ପାନ ଖାଇ ଗଲେ ହଜାରେ ଟଙ୍କା ଜୋରିମାନା….. ସେପଟେ ଆନନ୍ଦ ବଜାରରେ ମହାପ୍ରସାଦ ସେବନକୁ ମିଳିଲା ଅନୁମତି……
( )ରାଜ୍ୟ ସରକାରଙ୍କ ମେଟ୍ରୋ ଭେଳିକି…. ଓଡିଶାରେ ମେଟ୍ରୋ ଟ୍ରେନ ସେବା ନେଇ କୌଣସି ପ୍ରସ୍ତାବ ଆସି ନଥିବା ଗୃହକୁ ସୂଚନା ଦେଲେ କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ…. ୨୦୧୯ ବିଧାନସଭା ନିର୍ବାଚନ ବେଳେ ଟ୍ୱିନ ସିଟିରେ ମେଟ୍ରୋ ସେବା ଲାଗି ପ୍ରତିଶୃତି ଦେଇଥିଲା ବିଜେଡି…..
( )ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ଥମୁନି ବିବାଦ……୨୫୭ ଟି ଟ୍ୱିଟର ଆକାଉଣ୍ଟ ହଟାଇବାକୁ ଭାରତ ସରକାରଙ୍କ ନିଦେ୍ର୍ଦଶ…… ଦିଲ୍ଲୀ ହିଂସାକଣ୍ଡ ଘଟଣାରେ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ ପାଇଁ ହୋଇଥିବା ନିଦେ୍ର୍ଦଶ ଉପରେ କାର୍ଯ୍ୟକାରୀ ହୋଇନଥିବା ନେଇ ଉଦବେଗ……
( ) ଉତ୍ତାଖଣ୍ଡ ଚମୋଲିରେ ପୟଳୟଙ୍କାରୀ ହିମସ୍ଖଳନ… ଉଜାଡି ଦେଲା ଶହ ଶହ ଲୋକଙ୍କ ଜୀବନ ଜୀବିକା… ଏବେ ବି ବିପର୍ଯ୍ୟସ୍ତ ଅବସ୍ଥାରେ ଅଳକା ନଦୀ ଅବବାହିକାରେ ଲୋକେ… ସେପଟେ ଫସି ରହିଥିବା ଶ୍ରମିକଙ୍କୁ କରାଯାଉଛି ଉଦ୍ଧାର… ଟନେଲରେ ସର୍ଚ୍ଚ ଅପରେସନ ଜୋରଦାର…..
( ) ପୁଣି ଉଗ୍ର ରୂପ ନେବ ଚାଷୀ ଆନେ୍ଦାଳନ…..ଟ୍ରାକ୍ଟର ରାଲି ପରେ ଆଗାମୀ ୧୮ ତାରିଖରେ ଦେଶବ୍ୟାପୀ ରେଳ ରୋକ କରିବେ ଚାଷୀ…..ଦିନ ୧୨ ଟାରୁ ଅପରାହ୍ନ ୪ଟା ଯାଏଁ ରେଳ ଚଳା ଚଳ ବନ୍ଦ …..ସେପଟେ ଆସନ୍ତା କାଲି ରାଜସ୍ଥାନର ସମସ୍ତ ଟୋଲଗେଟ ଆଗରେ ହେବ କୃଷକଙ୍କ ଆନେ୍ଦାଳନ….

LEAVE A REPLY

Please enter your comment!
Please enter your name here

- Advertisment -

Most Popular