spot_img

ମିସ ଇଣ୍ଡିଆ ୨୦୨୦ର ମୁକୁଟ ପିନ୍ଧିଲେ ମାନସା ବାରାଣାସୀ

ମିସ ଇଣ୍ଡିଆ ୨୦୨୦ର ମୁକୁଟ ପିନ୍ଧିଲେ ମାନସା ବାରାଣାସୀ । ଫେବୃଆରୀ ୧୦ ତାରିଖରେ ମୁମ୍ବାଇର ଏହି ଇଭେଣ୍ଟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ମନିକା ଶୌକନ୍ଦ ମିସ୍ ଗ୍ରାଣ୍ଡ ଇଣ୍ଡିଆ ହୋଇଥିବାବେଳେ ମାନ ସିଂହ ମିସ୍ ଇଣ୍ଡିଆ ୨୦୨୦ ରନର୍ ଅପ୍ ହୋଇଥିଲେ। କରୋନା ମହାମାରୀ ଯୋଗୁଁ ଏଥର ଡିଜିଟାଲ ତରିକାରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମିସ ଇଣ୍ଡିଆ ୨୦୨୦ ମାନସା ବାରାଣସୀଙ୍କ ବୟସ ୨୩ ବର୍ଷ। ଏହା ପୂର୍ବରୁ ସେ ମିସ ତେଲେଙ୍ଗାନା ମଧ୍ୟ ହୋଇଥିଲେ। ମାନସା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular