spot_img

୫୦ କୋଟି ଛୁଇଁଲା ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ ନିଜର ଶ୍ରେଷ୍ଠ ଫୁଟବଲ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହି ଆସୁଥିବା କ୍ରିଷ୍ଟ୍ରିଆନୋ ରୋନାଲ୍ଡୋ ପୁଣି ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ତେବେ ବିଶ୍ୱର ପ୍ରଥମ ଆଥଲେଟ ଭାବେ ସୋସିଆଲ ମିଡିଆରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ କୋଟି ଛୁଇଁଛି । ଅନ୍ୟପ୍ଣଙ୍କ ଫୁଟବଲ ପଡିଆରେ ଅପ୍ରତିଦ୍ୱନ୍ଦୀ ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ୨୬୧ ନିୟୁତ ଫଲୋଅର୍ସ ଅଛନ୍ତି । ଯାହାକି ଯେ କୌଣସି କ୍ଷେତ୍ରରେ ସେଲିବ୍ରିଟିଙ୍କ ଠାରୁ ସର୍ବାଧିକ । ତାଙ୍କ ପଛକୁ ଡବ୍ଲୁ୍ୟଡବ୍ଲୁ୍ୟଇ ଷ୍ଟାର ତଥା ହଲିଉଡ ଆକ୍ଟର ଡେନ ଜନସନ, ଲିଓନେଇ ମେସି, ନେମାରଙ୍କ ଭଳି ଆଥଲେଟ ରହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular