ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ମଜବୁତ ସ୍ଥିତିରେ ରହିଛି ଭାରତୀୟ ଦଳ । ତେବେ ଦ୍ୱିତୀୟ ଦିନରେ ରୋହିତ ଶର୍ମାଙ୍କ ବ୍ୟାଟିଂର ଯାଦୁ ଦେଖିବା ପାଇଁ ମିଳିଥିଲା । ରୋହିତ ମୋଟ ୨୩୧ ବଲ ଖେଳି ୧୮ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୬୧ ରନ କରି ଆଉଟ ହୋଇଛନ୍ତି । ଅନ୍ୟପଟେ ତାଙ୍କ ବିପକ୍ଷରେ ବ୍ୟାଟିଂ କରୁଥିବା ଅଜିଙ୍କ୍ୟ ରାହାଣେ ନିଜ ଟେଷ୍ଟ କ୍ୟାରିୟରର ୨୩ ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଭାରତର ସ୍କୋର ୨୮୪/୬ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0