spot_img

କାର୍‌କୁ ଟାର୍ଗେଟ କରି ବୋମା ମାଡ଼

ଭୁବନେଶ୍ୱର : ଗତ ରାତି ପ୍ରାୟ ୯ଟାରେ କଟକ ରୋଡ୍‌ରେ ଯାଉଥିବା ଏକ କାର୍‌କୁ ଟାର୍ଗେଟ କରି ବୋମାମାଡ଼ ହୋଇଛି । ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ବୋମାମାଡ଼ରେ କାର୍‌ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇନାହାନ୍ତି  । ତେବେ ଘଟଣାସ୍ଥଳରୁ ଗୋଟିଏ ବୋମା ଜବତ ହୋଇଛି।  ଆଉ ଏକ ବୋମାକୁ ପୁଲିସ୍‌ ନିଷ୍କ୍ରିୟ କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କ ଟେର ପାଇପାରିନି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular