କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ ତହସିଲ ନିକଟରେ ଏକ ଜେଏମଏଫ ସି କୋର୍ଟ ଉଦ୍ଘାଟନ କରାଯାଇଛି।ଯାହାକୁ କି ଓଡ଼ିଶା ହାଇ କୋର୍ଟ ର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର,ଏବଂ ଜଜ ବିଭୁ ପ୍ରାସାଦ ରାଉତ ରାଏ ଉଦଘାଟନ କରିଛନ୍ତି।ଏହି ଉଦଘାଟନ ସମୟ ରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠକେର ଏସିପି ମିତ୍ରଭାନୁ ମହାପାତ୍ର ଙ୍କ ସମେତ ବହୁ ଓକିଲମାନେ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0