ନୂଆଦିଲ୍ଲୀ: ବଦଳିଲା ଆଇପିଏଲ ଫ୍ରାଞ୍ଚାଇଜର ନାମ । ଇଣ୍ଡିଆନ ପି୍ରମିୟର ଲିଗ୍ର ଅନ୍ୟତମ କିଙ୍ଗ୍ସ ଏକାଦଶ ପଞ୍ଜାମ ଏହାର ନାମ ପରିବର୍ତ୍ତନ କରିଛି । ଏହି ଦଳକୁ ଆଇପିଏଲର ୧୪ ତମ ସଂସ୍କରଣଠାରୁ ପଞ୍ଜାବ କିଙ୍ଗ୍ସ କୁହାଯିବ । ଏ ନେଇ କରାଯାଇଥିବା ଆବେଦନରେ ବିସିଆଇ ମୋହର ମାରିଥିବା ସୂଚନା ମିଳିଛି । ଫ୍ରଞ୍ଚାଇଜର କୌଣସି ମାଲିକ କିମ୍ବା ଅଫିସିଆଲ ନାମ ପଛର କାରଣ ସ୍ପଷ୍ଟ କରିନାହାନ୍ତି । ଲିଗର ୧୩ ବର୍ଷର ଇତିହାସରେ ପଞ୍ଜାବ ଦଳ କେବଳ ଥରେ ରନର୍ସ ଅପ୍ ଓ ଥରେ ତୃତୀୟ ସ୍ଥାନ ଅଧିକାର କରିବାକୁ ସକ୍ଷମ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0