ଚର୍ଚ୍ଚାରେ ପଞ୍ଜାବି ସିଙ୍ଗର ଶେହନାଜ ଗିଲ । ଶେହନାଜ ବିଗ ବସ ୧୩ରେ ନଜର ଆସିଥିଲେ । ଏବେ ସେ ବଲିଉଡ଼ରେ ଏଣ୍ଟି କରିବା କଥା ସମ୍ନାକୁ ଆସିଛି । ଏକଥା ଅଫିସିଆଲି ଜଣା ନପଡ଼ିଥିଲେ ବି ଆଲୋଚନା ହେଉଛି । ବିଗବସରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ତାଙ୍କ କେଷ୍ଟ୍ରେି ଜବରଦସ୍ତ ଥିବା ବେଳେ ସେ ଟପ୫ରେ ପହଞ୍ଚିଥିଲେ । ଏହାପରେ ବି ଏହି ଯୋଡ଼ି ଏକାଠି କାମ କରୁଛନ୍ତି । ନିକଟରେ ଦୁହିଁଙ୍କର ଏକ ଗୀତ ମଧ୍ୟ ରିଲିଜ ହୋଇଥିଲା । ଏବେ ଶେହନାଜ ଖୁବ ଶୀଘ୍ର ଫିଲ୍ମରେ ନଜର ଆସିବା ନେଇ ଚଚ୍ଚା ହେଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0