ଖୋର୍ଦ୍ଧା: ସ୍କର୍ପିଓ ଧକ୍କାରେ ଅଜା ମୃତ, ନାତି ଗୁରୁତର । ଖୋର୍ଦ୍ଧାର ୧୬ ନଂ ଜାତୀୟ ରାଜପଥର ବାଲୁଗାଁ-ବାଣପୁର ବାଇପାସ୍ ରେ ଘଟିଯାଇଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜା ଓ ନାତି ସାଇକେଲ ଯୋଗେ ରାସ୍ତା ପାର ହେଉଥିଲେ । ଏହି ସମୟରେ ଦ୍ରୃତ ଗତିରେ ଆସୁଥିବା ଏ ସ୍କର୍ପିଓ ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତୁ୍ୟ ଘଟିଥିଲା । ପରେ ମୃତକଙ୍କ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ବାଣପୁର ପୁଲି ବୁଝାସୁଝା କରୁଥିଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0