spot_img

ATM ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ପଟ୍ଟାମୁଣ୍ଡାଇ ଇଣ୍ଡିକ୍ୟାଶ ଏଟିଏମରୁ ଲୁଟ୍ । ସୋମବାର ରାତିରେ ଏଟିଏମ ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୁତ୍ତ । ତେବେ ଏଟିଏମରୁ କେତେ ଟଙ୍କା ଚୋରି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଳି ପୋଲିସ ଦ୍ବାରା ଏଟିଏମ୍ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗତ ୩ ତାରିଖରେ ଗୋଟିଏ ଦିନରେ ଆଳି ଅଞ୍ଚଳରେ ଥିବା ଦୁଇଟି ଏଟିଏମରୁ ୮୩ ଲକ୍ଷ ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ ।  ସେହି ଲୁଟ୍ ଘଟଣାର ପୋଲିସ କୌଣସି ସୁରାକ ପାଇନଥିବା ବେଳେ ପୁଣି ଆଉ ଏକ ଏଟିଏମ୍ ରୁ ଲୁଟ୍ ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular