spot_img

ଆଜିଠାରୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ଢେଙ୍କାନାଳରେ ଆଜିଠାରୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। କୋଭିଡ ନିୟମ ଭିତରେ ପାଳନ ହେବ ମେଳା । ରାଜ୍ୟ ତଥା ଜିଲ୍ଲା ବାହାରୁ ବାବା ସାଧୁ ମାନଙ୍କୁ ଯାତ୍ରା ବାରଣ କରାଯାଇଛି। କରୋନା କଟକଣାହେ ହେବ ଯୋରନ୍ଦା ଯାତ୍ରା। ମନ୍ଦିର ଭିତର କୁ ଦର୍ଶନ ପାଇଁ ଉଭୟ ବାବା ଭକ୍ତ ମାନଙ୍କୁ କରନା ନେଗେଟିଭି ରିପୋର୍ଟ ବାଧ୍ୟତା ମୂଳକ। ଏକା ସାଙ୍ଗରେ ୫୦ ଜଣ ଭକ୍ତ ମନ୍ଦିର ଭିତର କୁ ପ୍ରବେଶ। ପର୍ଯ୍ୟାୟ କ୍ରମେ ୧୦ ମିନିଟ ବ୍ୟବଧାନ ରେ ଭକ୍ତ ମାନେ କରିବେ ଦର୍ଶନ। ସୁରକ୍ଷା ଦୃଷ୍ଟିରୁ ପ୍ଲାଟୁନ ପୋଲିସ ମୂର୍ତୟନ କରାଯାଇଛି। ଯୋରନ୍ଦା ଯାତ୍ରା ଦିନ ଧରି ଚାଲିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular