ଢେଙ୍କାନାଳ: ଢେଙ୍କାନାଳରେ ଆଜିଠାରୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। କୋଭିଡ ନିୟମ ଭିତରେ ପାଳନ ହେବ ମେଳା । ରାଜ୍ୟ ତଥା ଜିଲ୍ଲା ବାହାରୁ ବାବା ସାଧୁ ମାନଙ୍କୁ ଯାତ୍ରା ବାରଣ କରାଯାଇଛି। କରୋନା କଟକଣାହେ ହେବ ଯୋରନ୍ଦା ଯାତ୍ରା। ମନ୍ଦିର ଭିତର କୁ ଦର୍ଶନ ପାଇଁ ଉଭୟ ବାବା ଓ ଭକ୍ତ ମାନଙ୍କୁ କରନା ନେଗେଟିଭି ରିପୋର୍ଟ ବାଧ୍ୟତା ମୂଳକ। ଏକା ସାଙ୍ଗରେ ୫୦ ଜଣ ଭକ୍ତ ମନ୍ଦିର ଭିତର କୁ ପ୍ରବେଶ। ପର୍ଯ୍ୟାୟ କ୍ରମେ ୧୦ ମିନିଟ ବ୍ୟବଧାନ ରେ ଭକ୍ତ ମାନେ କରିବେ ଦର୍ଶନ। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ମୂର୍ତୟନ କରାଯାଇଛି। ଯୋରନ୍ଦା ଯାତ୍ରା ୩ ଦିନ ଧରି ଚାଲିବ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0