ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଭିତରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଖେଳିବେନି ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରା ନିଜଆଡୁ ଏହି ମ୍ୟାଚ ଖେଳିବେନି ବୋଲି ବିସିସିଆଇକୁ ଚିଠି ଲେଖିଛନ୍ତି । ବିସିସିଆଇ ମଧ୍ୟ ବୁମରାଙ୍କ ଏହି ଚିଠିକୁ ମଞ୍ଜୁର କରିବା ସହିତ ତାଙ୍କୁ ଚତୁର୍ଥ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାହାର କରିଛି । ତେବେ ସେ କେଉଁ କାରଣରୁ ଚତୁର୍ଥ ଟେଷ୍ଟରୁ ଓହରିଲେ ସେନେଇ କୌଣସି ସୂୂଚନା ମିଳିପାରିନାହିଁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0